ରଜରେ ରିଲିଜ ହେବ ଫିଲ୍ମ ବିଶ୍ୱନାଥ

ଆସନ୍ତା ରଜ ଅବସରରେ ଏଚଏମଟି ପ୍ରଡକ୍ସନ୍ସ ବ୍ୟାନରରେ ପ୍ରସ୍ତୁତ ବହୁ ପ୍ରତିକ୍ଷୀତ ଫିଲ୍ମ ବିଶ୍ୱନାଥ ଜୁନ ୧୦ରେ ରିଲିଜ ହେବାକୁ ଯାଉଥିବା ବେଳେ ମଙ୍ଗଳବାର ଫିଲ୍ମ ଟିଜର ରିଲିଜ ହୋଇଛି l

ଫିଲ୍ମର ଲିଡରେ ସମ୍ବିତ ଥିଲାବେଳେ ନାୟିକା ସମ୍ଭାବନା, ସଂଗୀତା ଏବଂ ଏକ ଆଇଟମ ଡ୍ୟାନ୍ସରେ ଅନନ୍ୟା ରହିଛନ୍ତି l ବଡ଼କଥା ହେଲା ଏଥିରେ ସ୍ବର୍ଗତ ମିହିର ଦାସ ଏବଂ ସଲିଲ ମିତ୍ରଙ୍କୁ ଦେଖିବାକୁ ମିଳିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes