ଗ୍ରାମପଞ୍ଚାୟତ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ ଆତ୍ମାସୁରକ୍ଷା ତାଲିମ୍ ଶିବିର ଉଦଘାଟିତ

ସୋନପୁର ବ୍ଲକ ଲଛିପୁର ଗ୍ରାମପଞ୍ଚାୟତ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ ଆଜି ଆତ୍ମାସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି l

ଅଧ୍ଯକ୍ଷ ଅରୁଣ ଷଡ଼ଙ୍ଗୀଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ବିନିକା ସିଦ୍ଦାର୍ଥ କଲେଜର ରେଖା ପଧାନ ଯୋଗଦେଇ ଥିବା ବେଳେ ମୁଖ୍ଯ ବକ୍ତା ଦିଲିପ୍ ରଂଜନମିଶ୍ର , ଅତିଥି ପରିଚୟ ଓ ସଂଯୋଜନା କରିଥିଲେ ଆର୍ତ୍ତତ୍ରାଣ ଦାଶ ଏବଂ ଧନ୍ଯବାଦ ଅର୍ପଣର କରିଥିଲେ ଦିଲିପ୍ କୁମାର ସାହୁ ପ୍ରଶିକ୍ଷଣ ଦେଇଥିଲେ ସାବିତ୍ରୀ ସାହୁ ନମ୍ରତା ଖେତି ବିନିକା କଲେଜର ଛାତ୍ରୀ ୧୧୨ଜଣ ଛାତ୍ରୀ ଯୋଗଦେଇ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes