ଏବର୍ଷ ଭିତରକନିକାରେ କୁମ୍ଭୀର ସଂଖ୍ୟା ୯ ବୃଦ୍ଧି

କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ ଚଳିତ ବର୍ଷର କୁମ୍ଭୀର ଗଣନା ଶେଷ ହୋଇଥିବା ବେଳେ ଗତବର୍ଷ ଅପେକ୍ଷା ଏବର୍ଷ ଭିତରକନିକାରେ କୁମ୍ଭୀର ସଂଖ୍ୟା ୯ଟି ବୃଦ୍ଧି ହୋଇଛି।

ଗତବର୍ଷ ୧୭୮୪ କୁମ୍ଭୀର ଥିବାବେଳେ ଏବର୍ଷ ଅଛନ୍ତି ୧୭୯୩ଟି କୁମ୍ଭୀର। ଏ ନେଇ ରାଜନଗର ବନଖଣ୍ଡ ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes