ଗୋରୁ ମାଫିଆଙ୍କ ସହ ସମ୍ପର୍କ ପାଇଁ ତିନି ପୁଲିସ ନିଲମ୍ବିତ

ମୟୁରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନାରେ କାର୍ଯ୍ୟରତ ଦୁଇଜଣ ଏଏସଆଇ ଓ ଜଣେ କନେଷ୍ଟବଳଙ୍କୁ ଗୋରୁ ମାଫିଆଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ଏସପି ଆଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି l
ସେମାନେ ଏକ ଗୋରୁ ବୋଝେଇ ଗାଡିକୁ ଧରିବା ପରେ ଛାଡିବା ପାଇଁ ଟଙ୍କା ନେବାକୁ ଡିଲ କରୁଥିବାର ଅଡିଓ ପଦାକୁ ଆସିବା ପରେ ଏସପି କାର୍ଯ୍ୟାନୁଷ୍ଠାନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes