ପ୍ରତିଷ୍ଠା ହେବ ଜନଜାତି ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣ ସ୍ଥଳ

ଓଡ଼ିଶାରେ ଜନଜାତି ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣ ସ୍ଥଳ -ଟ୍ରାଇଏଚଓବି ପ୍ରତିଷ୍ଠା ପାଇଁ ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ମଧ୍ୟରେ ଏକ ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି l

ଦେଶରେ ପ୍ରଥମ ଥର ପାଇଁ ଏହିଭଳି ପର୍ଯ୍ୟବେକ୍ଷଣ ସ୍ଥଳ ସର୍ବପ୍ରଥମ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗଚି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes