ଗୋବିନ୍ଦ ମୃତ୍ୟୁ ମାମଲାର ହେଉ ସିବିଆଇ ତଦନ୍ତ: ବିଜେପି

ଗୋବିନ୍ଦ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା।

ଶ୍ରୀ ପଣ୍ଡା କହିଛନ୍ତି, ମମିତା ହତ୍ୟାରେ ସଂପୃକ୍ତ ବଡ଼ବଡ଼ିଆଙ୍କ ମୁଖା ଖୋଲିବା ଭୟ ଥିଲା, ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବହୁ ଲୋକଙ୍କ ନାଁ ଆସିଥିଲା, ମୁଖା ଖୋଲିବା ଭୟରେ ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes