ଗୋପାଳପୁରରେ 24 ଘଣ୍ଟାରେ 94.4 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ 94.4, ପାତ୍ରପୁରରେ 59.4, ଛତ୍ରପୁରରେ 58.5, ବ୍ରହ୍ମପୁରରେ 56.2 ମିଲିମିଟର ବର୍ଷା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes