ଭୁବନେଶ୍ୱରର ଅନେକ ଔଷଧ ଦୋକାନରେ ଚଢ଼ାଉ

ବ୍ଲଡ଼ପ୍ରେସର ରୋଗ ପାଇଁ ବିକ୍ରି ହେଉଥିବା ଏକ ନିର୍ଦ୍ଦିଷ୍ଟ ବ୍ୟାଚର ଔଷଧ ନକଲି ବୋଲି ଅଭିଯୋଗ ହେବା ପରେ ଭୁବନେଶ୍ୱର ଓ କଟକର ଅନେକ ଔଷଧ ଦୋକାନରେ ଡ୍ରଗ୍ସ ଅଧିକାରୀ ମାନେ ଚଢ଼ାଉ କରି ଉକ୍ତ ବ୍ୟାଚର ଔଷଧକୁ ଜବତ କରୁଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes