ଗୋପାଳପୁରଠୁ ୫୩୦ ଓ ପୁରୀଠୁ ୬୪୦ କିମି ଦୂରରେ କେନ୍ଦ୍ରୀଭୂତ ବାତ୍ୟା

ଆସନ୍ତାକାଲି ବାତ୍ୟା ‘ଅସାନି’ ଅବପାତର ରୂପ ନେବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

କାଲି ସକାଳ ସୁଦ୍ଧା ଦୁର୍ବଳ ହୋଇ ଅବପାତର ରୂପ ନେବ । ଏବେ ଉତ୍ତର ପଶ୍ଚିମ ଦିଗରେ ୬ କିମି ବେଗରେ ଗତି କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes