ନୟାପଲ୍ଲୀରେ ଦମ୍ପତିଙ୍କ ଠାରୁ ଲୁଟ୍‌

ଭୁବନେଶ୍ୱର ନୟାପଲ୍ଲୀ ପ୍ରିୟା ହୋଟେଲ ସମ୍ମୁଖରେ ଏକ ଦମ୍ପତିକୁ ମାରଣାସ୍ତ୍ର ଦେଖାଇ ଲୁଟ କରିଛନ୍ତି ଲୁଟେରା।

ଦମ୍ପତିଙ୍କ ସୁନା ଚେନ ଲୁଟି ଲୁଟେରା ଫେରାର ହୋଇଯାଇଛନ୍ତି। ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes