ଗୁମ୍ଫାକୋଣ୍ଡା ଗାଁରେ ଭାଙ୍ଗିଲା କେନାଲ ବନ୍ଧ

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗୁମ୍ଫାକୋଣ୍ଡା ଗାଁରେ ବନ୍ଧ ଭାଙ୍ଗି ଚାଷ ଜମି ଭିତରେ ପାଣି ପଶି ଯାଇଛି।

ଫଳରେ ପ୍ରାୟ ୩୦ ଏକର ଚାଷଜମି ପ୍ରଭାବିତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes