ଗୁଣ୍ଡିଚା ମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ରାହାସ ନୀତି

ଆଡ଼ପ ମଣ୍ଡପରେ ସପ୍ତମୀ, ଅଷ୍ଟମୀ ଓ ନବମୀ ତିନିଦିନ ଧରି ମହାପ୍ରଭୁ କରିଥାନ୍ତି ରାସ।

ରଥଯାତ୍ରା ପରି ବାହୁଡ଼ାରେ ସଅଳ ନୀତି ହେବ। ସେଥିପାଇଁ ନବମୀ ଦର୍ଶନ ଅପରାହ୍ନ ୪ଟା ପରେ ବନ୍ଦ ରଖାଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes