ବନ ମହୋତ୍ସବକୁ ସାଂସଦଙ୍କୁ ଡକାଯାଇ ନଥିବାରୁ ବିଜେପିର ହଙ୍ଗାମା

ଭୁବନେଶ୍ୱରର ବରମୁଣ୍ଡା ପଡିଆରେ ଆଜି ହେଉଥିବା ରାଜ୍ୟସ୍ତରୀୟ ବନ ମହୋତ୍ସବକୁ ଖୋର୍ଦ୍ଧା ସାଂସଦ ଓ ସ୍ଥାନୀୟ କର୍ପୋରେଟରଙ୍କୁ ନିମନ୍ତ୍ରଣ କରା ଯାଇନଥିବାରୁ ବିଜେପି କର୍ମୀ ମାନେ ମୁଣ୍ଡରେ କଳା ବ୍ୟାଜ ବାନ୍ଧି ଉତ୍ସବ ସ୍ଥଳରେ ପ୍ରତିବାଦ ଜଣାଇଛନ୍ତି l
ନିଜେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବା ନେଇ ଟ୍ୱିଟ କରି ଜଣାଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes