ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା

ରାୟଗଡା ସହରର କୋଇଲାପଡା ଠାରେ ଆଜି ମଧ୍ୟାହ୍ନରେ ରାଜେଶ କୁଲେସିକା ନାମକ ଯୁବକ ଗୁଣି ଗାରେଡି ସନ୍ଦେହରେ ପଡୋଶୀ ଘରର ମହିଳା ଚନ୍ଦ୍ରମା ବିଭୋରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୁଲିସ କହିଛି l
ରାଜେଶକୁ ଗିରଫ କରି ପୁଲିସ ଟାଙ୍ଗିଆ ଜବତ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes