କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା କଲୋନୀସାହିରେ ଏହି ଘଟଣା ଘଟିଛି।
ବୃଦ୍ଧ ଦମ୍ପତିଙ୍କୁ ମାଡ଼ ସହ ବିଷ୍ଟା ଖୁଆଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
Credible Local News of Odisha