ସଇଡା ପଞ୍ଚାୟତରେ ଆରମ୍ଭ ହେଲା ଗ୍ରିଭାନସ୍

ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ସଇଡା ପଞ୍ଚାୟତରେ ଆଜି ସମସ୍ତ ବୁଦ୍ଧିଜିବୀମାନଙ୍କୁ ନେଇ ଗ୍ରିଭାନସ୍ ମିଟିଂ ହୋଇଥିଲା।

ଏଥିରେ ବ୍ଲକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଯୋଗଦେଇ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes