ଗୁଡପଡାରେ କୂଅରୁ ବଳଦ ଉଦ୍ଧାର

ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଗୁଡପଡା ଗ୍ରାମରେ ଆଜି ଏକ କୂଅରେ ବଳଦ ପଡିଯାଇଥିଲା।

ବାଉଁଶୁଣୀ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ବଳଦକୁ ଉଦ୍ଧାର କରି ‌ ଛାଡି ଦେଇଛନ୍ତି‌ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes