ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଗୁଡପଡା ଗ୍ରାମରେ ଆଜି ଏକ କୂଅରେ ବଳଦ ପଡିଯାଇଥିଲା।
ବାଉଁଶୁଣୀ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ବଳଦକୁ ଉଦ୍ଧାର କରି ଛାଡି ଦେଇଛନ୍ତି ।
Credible Local News of Odisha