ଗାଁରେ ବୁଲୁଛି କଲରାପତରିଆ ବାଘ

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ରେଞ୍ଜ ଗେଲେବାହାଲରେ କଲରାପତରିଆ ବାଘ ଦେଖିବାକୁ ମିଳିଛି।

ବାଘକୁ ଗାଁ ଲୋକେ ଘଉଡ଼ାଇବାରୁ ନିକଟ ଅଞ୍ଚଳରେ ଲୁଚିଛି। ବନ କର୍ମଚାରୀ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes