ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଦୁଇ ଗିରଫ

ଘଟଗାଁ ରେଞ୍ଜର ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସେମାନେ ହେଲେ କୁମୁଣ୍ଡ ଗ୍ରାମର ମଙ୍ଗଲ ମୁଣ୍ଡା ଓ ନଳବିଲା ଗ୍ରାମର ଡୁମ୍ଭି ମୁଣ୍ଡା ବୋଲି ଜଣାପଡ଼ିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes