ଗାଁକୁ ଗାଁ ଯାଇ ଲୋକଙ୍କ ସହ ଯୋଡ଼ି ହେଉଛନ୍ତି ଭାଜପା ନେତା ଅଖିଳ ନାୟକ

କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ଭାଜପାରୁ ଆଶାୟୀ ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ରନାଏକ ବୁଧବାର ବିଭିନ୍ନ ଗ୍ରାମରେ ଚାଲିଥିବା ଅଖଣ୍ଡ ନାମ ଯଜ୍ଞ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେଉଛନ୍ତି। ଏହି କ୍ରମରେ ସେ ଆଜି ବାରିଆ ପଞ୍ଚାୟତ ରତନପୁର, ଖୁଣ୍ଟାପଡ଼ା ପଞ୍ଚାୟତର ବଡନେଉଳି, କିମିର୍ଦାପଶି ଗ୍ରାମରେ ଅନୁଷ୍ଠିତ ହୋଇଥିବା ଚବିଶ ପ୍ରହରୀ ନାମ ସଙ୍କୀର୍ତ୍ତନରେ ଯୋଗ ଦେବା ସହିତ ଲୋକଙ୍କ ସହ ଭାବ ବିନିମୟ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes