ଗରମରୁ ଆଶ୍ବସ୍ତି, ଭୁବନେଶ୍ୱରରେ ହେଲା ବର୍ଷା

ତିନି ଚାରି ଦିନ ଧରି ରାଜଧାନୀରେ ପ୍ରବଳ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିବା ବେଳେ ଆଜି ରାତିରେ ବର୍ଷା ହୋଇଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes