ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ଗାଁ ମୁହଁକରି ନିଆଁ ମାଡିଆସି ଅନେକ ପନିପରିବା ପୋଡି ଯାଇଥିବା ବେଳେ କେତେଚାଷୀଙ୍କ ପୁଆଳ ଭାଡି ପୋଡି ନଷ୍ଟ ହେଉଥିବା ବେଳେ ବିନିକା ଅଗ୍ନିସମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ।
ବେତ୍ରାପଡା ଓ ମାଲି ପଡା ପାଖାପାଖି ନିଆଁ ପଳେଇଆସିଥିବା ଲଛିପୁର ଗ୍ରାମର ଜଣେ ବ୍ୟକ୍ତି କହିଥିଲେ।