ଗଞ୍ଜେଇ ଜବତ, ଗାଡି ଛାଡି ବେପାରୀ ଚମ୍ପଟ

କୋରାପୁଟ ଜିଲ୍ଳାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ତଳଚମ୍ପି ଗ୍ରାମ ନିକଟରେ ଗତକାଲି ରାତିରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ଵ ନାଳକୁ ପଶି ଯାଇଥିଲା l

ଆଜି ସକାଳେ ପୁଲିସ ଦୁର୍ଘଟଣା ସ୍ଥଳରେ ପହଂଚିବା ପରେ 14 ଟି ପ୍ୟାକେଟରେ ଥିବା ପ୍ରାୟ ଶହେ କିଲୋ ଗଞ୍ଜେଇ ଜବତ କରିଥିଲା l ତେବେ ଗାଡି ଛାଡି ଗଞ୍ଜେଇ ବେପାରୀ ଚମ୍ପଟ ମାରିଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes