ଅସୁସ୍ଥ ହାତୀର ଚିକିତ୍ସା ଜାରି ରହିଛି

କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଖୁଣ୍ଟୁଣୀ ରେଞ୍ଜର ଜଙ୍ଗଲରେ ଏକ ଅସୁସ୍ଥ ହାତୀକୁ ବନ ବିଭାଗ କର୍ମଚାରୀ ମାନେ ଠାବ କରିଛନ୍ତି l

ହାତୀଟିକୁ ଟ୍ରାଙ୍କୁଲାଇଜ କରି ବିଶେଷଜ୍ଞ ମାନେ ଏହି ଚିକିତ୍ସା ଚଳାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes