ଗଛମାଳିଆ ହତ୍ୟାକାଣ୍ଡ ଘଟଣାରେ ୭ ଗିରଫ

ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଡିଫେନ୍ସ ରୋଡ ଗଛମାଳିଆ ନିକଟରେ ଜୁନ ୩ ତାରିଖ ବିଳମ୍ବିତ ରାତିରେ ସତ୍ୟବ୍ରତ ଦାସ ହତ୍ୟାକାଣ୍ଡ ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes