ବିଏସ ହାଇସ୍କୁଲ ଡୁମୁରିଆ ପାଇଲା ପ୍ରକୃତି ମିତ୍ର ପୁରଷ୍କାର

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆସ୍ଥିତ ବିଏସ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟସ୍ତରୀୟ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଛି l

ଏହି ବିଦ୍ୟାଳୟ ପରିବେଶକୁ ସବୁଜ ବଳୟ, ପାରିପାର୍ଶିକ ପରିବେଶରେ ସ୍ୱଚ୍ଛତା ଆଣିବାରେ ପ୍ରଧାନ ଶିକ୍ଷକ ସୁଧାକର ପଣ୍ଡାଙ୍କୁ ବିଶ୍ୱ ପରିବେଶ ଦିବସ ରାଜ୍ୟ ସ୍ତରୀୟ ଉତ୍ସଵ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଅତିଥି ଗଣ ତାଙ୍କୁ ପ୍ରକୃତିମିତ୍ର ପୁରଷ୍କାରରେ ପ୍ରମାଣ ପତ୍ର ଓ ୨୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes