ଖୁଲଣା ପାଇବେ ଫ୍ଲୋରେନ୍ସ ନାଇଟିଙ୍ଗେଲ ସମ୍ମାନ

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଖୁଲଣା ବାରିକ ଉନ୍ନତ ମାନର ସେବା ପ୍ରଦାନ ପାଇଁ ୨୦୨୧ ଜାତୀୟ ଫ୍ଲୋରେନ୍ସ ନାଇଟିଂଗେଲ ସମ୍ମାନ ପାଇବାପାଇଁ ମନୋନୀତ ହୋଇଛନ୍ତି ।

ଏହି ସମ୍ମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦାନ କରିବେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes