ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ଭାଲୁର ମୃତ୍ୟୁ

ମୃତ୍ୟୁ ଜଙ୍ଗଲି ଭାଲୁଟି ଆହତ ଅବସ୍ଥାରେ କୋରାପୁଟର ଜୟପୁରରୁ ଆସିଥିଲା।

ଜୟପୁରରେ ଶିକାରୀ ଗୁଳିରେ ଭାଲୁଟି ଆହତ ହୋଇଥିବାରୁ ନନ୍ଦନକାନନରେ ରଖି ଓୟୁଏଟି ଦ୍ୱାରା ଭାଲୁର ଚିକିତ୍ସା ଚାଲିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes