ଖାତରେ ପଡି ନାବାଳିକା ମୃତ, ଉତ୍ତ୍ୟକ୍ତ ଲୋକଙ୍କ ଧାରଣା

ଛତ୍ରପୁରରେ ଆଇଆରଇ ପକ୍ଷରୁ ଖଣିଜ ଉତ୍ତୋଳନ ପାଇଁ ଖୋଲାଯାଇଥିବା ଖାତରେ ଆଜି ପଡିଯାଇ ଜଣେ ନାବାଳିକା ପ୍ରାଣ ହରାଇଛି l

ଏହି ଘଟଣାରେ କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଲୋକମାନେ ଆଇଆରଇ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes