ସୋନପୁର ବ୍କକ ଅନ୍ତର୍ଗତ ଭୀମଭୋଇ ସମାଧୀପିଠ ଠାରେ ମାଘ ଚତୁର୍ଦ୍ଦଶୀରେ ବିରାଟ ମାଘମେଳା ଅନୁଷ୍ଠିତ ହୋଇଯାଇଛି l
ମହିମା ଧର୍ମୀ ବହୁସଂଖ୍ୟାରେ ଯୋଗଦେଇ ଥିବାବେଳେ ମହିମା ଧର୍ମର ଏକ ପୁସ୍ତକ ଉନମୋଚନ ହୋଇଯାଇଛି l ଛତ୍ରଧାରୀ ଅଗ୍ରୱାଲଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ମାନ୍ୟବର ଅର୍ଥ ସ୍ବାସ୍ଥ୍ୟ ମନ୍ତୀ ନିରଞୀନପୂଜାରୀ ଯୋଗଦେଇ ଥିଲେ ଅନ୍ୟ ସମ୍ମାନିତ ମାନେ ଉପସ୍ଥିତ ରହି ମାଘମେଳାର ଉଦ୍ଦେଶ୍ୟ ଆଲୋଚନା କରିଥିଲେ l