କେନ୍ଦୁଝର ଜିଲା ପାଟଣା ବ୍ଲକଏରେଣ୍ଡେଇ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସଵ ଶନିବାର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ମୁଖ୍ୟ ଅତିଥି ଭାବେ ପରିଚାଳନା ପରିଷଦର ସଭାପତି ବୈଦ୍ୟନାଥ ବେହେରା,ସମ୍ମାନିତ ଅତିଥି ଶିକ୍ଷକ ଶହଦେଵ ମହାନ୍ତ, ଶ୍ରୀନିବାସ ଶତପଥୀ ,ମଣ୍ଟେଶ୍ୱରୀ ମହାନ୍ତ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ପ୍ରଫୁଲ୍ଲ କୁମାର ମହାନ୍ତ , ଲକ୍ଷ୍ମଣ ମହାନ୍ତ, ମନୋରଞ୍ଜନ ମହାନ୍ତ, ସତ୍ୟନାରାୟଣ ମହାନ୍ତପରିଚାଳନା କରିଥିଲେ।