ଯାଜପୁର ଜିଲ୍ଲା ରସୁଲପୁର ଯୋକଡ଼ିଆ ନିକଟରେ ଖରସ୍ରୋତା ନଦୀକୁ ଡେଇଁ ଜଣେ ଯୁବତୀ ନିଖୋଜ ହୋଇଯାଇଛି।
ଯୁବତୀ ଜଣଙ୍କ ବାଉଁଶଅଣ୍ଟା ଅଞ୍ଚଳର ବୋଲି ସୂଚନା ମିଳିଛି। ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Credible Local News of Odisha