ସାନଭାଇକୁ ହତ୍ୟା କଲା ବଡ଼ଭାଇ

ଗଞ୍ଜାମ ଜିଲ୍ଲା ଗୁଜୁଲିଙ୍ଗୀ ଗାଁରେ ପାରିବାରିକ କଳହରୁ ଏହି ଘଟଣା ଘଟିଛି।

ବଡ଼ଭାଇର କାତି ଚୋଟରେ ସାନଭାଇର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କାର୍ତ୍ତିକ କାର୍ଜି । ହତ୍ୟା ପରେ ଅଭିଯୁକ୍ତ ବଡ଼ଭାଇ ଅସିନା କାର୍ଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes