ସୋନପୁର ଜିଲ୍ଲା ବୀରମହାରାଜପୁର ସଦରସ୍ଥିତ ଗୁନିପଡାସ୍ଥିତ ମୁଖ୍ୟ ରାସ୍ତା କଡ଼ରେ ଥିବା ବିପଦପୂର୍ଣ୍ଣ ବିଦ୍ୟୁତ ଟ୍ରାନ୍ସଫର୍ମର ସୁରକ୍ଷା ବାଡ ନିର୍ମାଣ ପାଇଁ ଗତ ଶୁକ୍ରବାର ଦିନ ‘ଓଡିଶା ଲୋକାଲ’ରେ ଖବର ପ୍ରକାଶିତ ହୋଇଥିଲା।
ଖବର ପ୍ରକାଶିତ ପରେ ଆଜି ସଂପୂର୍ଣ୍ଣ ଭାବରେ ସୁରକ୍ଷା ବାଡ ନିର୍ମାଣ କରାଯାଇଛି।