ପଦ୍ମପୁର ଉପନିର୍ବାଚନ ପାଇଁ ୧୬ରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ

ଦିନେ ଦୁଇ ଦିନ ଭିତରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ।

କିଏ ପ୍ରାର୍ଥୀ ହେବେ ସେ ନେଇ ଦଳର ସୁପ୍ରିମୋ ସବୁ ଦିଗରୁ ବିଚାର କରୁଛନ୍ତି ବୋଲି ବିଧାୟକ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes