ଖଣ୍ଡହତାରେ ରାସ୍ତାର ଉଭୟ ପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ମଙ୍ଗଳବାର ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ କରାଯାଇଛି ।

ଗ୍ରାମର ରାସ୍ତାକୁ ମାଡି ବସିଥିବା ଓ ବେଆଇନ ଭାବେ ତିଆରି କରାଯାଇ ଥିବା ପ୍ରାୟ ୨୫ଟି ଘର ଓ ଦୋକାନ ଷ୍ଟଲ ଗୁଡିକୁ ଭାଙ୍ଗି ଦିଆଯାଇଥିବା ଜଣାପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes