ଆଗାମୀ ନଭେମ୍ବର 30 ରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମେକ ଇନ ଓଡିଶା କନକ୍ଳେଭ ପାଇଁ ବୃହତ କମ୍ପାନୀ ଗୁଡିକୁ ଆକର୍ଷିତ କରିବାକୁ ଆଜି ମୁମ୍ବାଇରେ ଓଡିଶା ଇନଭେଷ୍ଟର୍ସ ମିଟରେ 15 କମ୍ପାନୀର ପ୍ରତିନିଧି ମାନଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଲୋଚନା କରିଛନ୍ତି l
ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ମିଟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l