କ୍ୟାବିନେଟ ମନ୍ତ୍ରୀ ହେଲେ ଅଶୋକ ଚନ୍ଦ୍ର ପଣ୍ଡା

ପୂର୍ବତନ ମନ୍ତ୍ରୀ ତଥା ଏକାମ୍ର କ୍ଷେତ୍ରରୁ ତିନିଥର ବିଧାୟକ ହୋଇଥିବା ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୁନର୍ବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି l ସେ ପୂର୍ବରୁ ରାଷ୍ଟ୍ରମନ୍ତ୍ରୀ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes