କ୍ୟାବିନେଟ ମନ୍ତ୍ରୀ ହେଲେ ନବକିଶୋର ଦାସ

ଝାରସୁଗୁଡାରୁ ତିନିଥର ବିଧାୟକ ଥିବା ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି ପୁନର୍ବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes