କ୍ୟାନସର ବିଜେତାଙ୍କ ପର୍ବତାରୋହଣ

କ୍ୟାନସରକୁ ମାତ୍ ଦେଇ ଆଉ ଏକ ଜୀବନ ପାଇଥିବା କଟକର ଝିଅ ସ୍ୱାଗତିକା ଉତ୍ତରାଖଣ୍ଡର ଡେରାଡୁନରୁ ଦିନାରା ବୁଗିଆଲ ପର୍ଯ୍ୟନ୍ତ ୧୧୮୩୦ ଫୁଟ ଉଚ୍ଚତା ପର୍ବତକୁ ଯାତ୍ରା କରି ଚର୍ଚ୍ଚାରେ ଅଛନ୍ତି ।ସାଙ୍ଗରେ ବାପା ମନୋରଞ୍ଜନ ଆଚାର୍ଯ୍ୟ ଏବଂ କଟକର କର୍କଟ କେନ୍ଦ୍ରର ଡାକ୍ତର ସଞ୍ଜୟ ମିଶ୍ର ଥିଲେ ।

କର୍କଟ ରୋଗରୁ ମାତ୍ ଦେଇଥିବା ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଆଠଜଣ କ୍ୟାନସର ଯୋଦ୍ଧା ଏଥିରେ ସାମିଲ ଗୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes