ପତଞ୍ଜଳି ଯୋଗପୀଠ ତରଫରୁ ଯୋଗ ଦିବସ ପାଳିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ହାଇସ୍କୁଲ ପଡ଼ିଆ ଠାରେ ଆଜି ପତଞ୍ଜଳି ଯୋଗପୀଠ ତତ୍ୱାବଧାନ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି । ଅନେକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ । ଯୋଗ କଲେ ଶରୀର ସହିତ ମନ ମଧ୍ୟ ସୁସ୍ଥ ରହିଥାଏ ବୋଲି ଉପଦେଶ ମଧ୍ୟ ଦିଆଯାଇଥିଲା ।

ମୁଖ୍ୟ ପରିଚାଳକ ଭାବେ ବ୍ରମହାନନ୍ଦ ନାୟକ, ବ୍ରଜବିହାରିଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes