କ୍ଷତିପୂରଣ ଦାବିରେ ଏନ୍ଏଚ-୨୬ ଅବରୋଧ

୩ ଦିନ ତଳେ ତାମିଲନାଡୁରେ ମୃତ୍ୟୁ ପରେ ଆଜି ମୃତଦେହ ଆସିଛି, କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ମହାଜନଗୁଡ଼ା ଛକରେ ମୃତଦେହ ରଖି ଅବରୋଧ କରିଛନ୍ତି ଲୋକେ।

ଆମ୍ବୁଲାନ୍ସକୁ ଅଟକାଇ କମ୍ପାନୀ ଠାରୁ କ୍ଷତିପୂରଣ ଦାବିରେ ଅବରୋଧ କରିଛନ୍ତି। ଭବାନୀପାଟଣା-ଜୟପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes