ଦେବୀନଦୀରୁ ତୃତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର ମାଛଗାଁ ନିକଟରେ ଗାଧୋଇବାବେଳେ ୩ଜଣ ବୁଡ଼ି ଯାଇଥିବା ଘଟଣାରେ ନିଖୋଜ ୩ୟ ଛାତ୍ରଙ୍କ ମୃତଦେହ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇଛି।

ଗତକାଲି ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସମସ୍ତ ୩ ଛାତ୍ର ଭୁବନେଶ୍ୱରରେ +୨ ପଢୁଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes