ଅନଗୁଳ ଜିଲ୍ଲା ସମଲ ବ୍ୟାରେଜ ଠାରେ ଆଜି ବ୍ରାହ୍ମଣୀ କ୍ଷତିଗ୍ରସ୍ତ ସଂଘ ପକ୍ଷରୁ ଛଅ ଖଣ୍ଡ ଗ୍ରାମର ସାଧାରଣ ଜନତାଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ସଭାରେ ବିଧାୟକ ମୁକେଶ କୁମାର ପାଳ ଯୋଗଦେଇ ଆଗାମୀ ଦିନରେ କ୍ଷତିଗ୍ରସ୍ତଙ୍କ ଦାବି ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।