ପୁଟିଣେଶ୍ୱର ସେବା ସମବାୟ ସମିତିରେ ସଭାପତି ହେଲେ ଅଶୋକ

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ପୁଟିଣେଶ୍ୱର ସେବା ସମବାୟ ସମିତିରେ
ସଭାପତି ଆସନ ପାଇଁ ନିକଟତମ ପ୍ରତିଦ୍ୱନ୍ଦୀ ହୃଷିକେଶ ଦାସଙ୍କ ଠାରୁ ୧ଖଣ୍ଡ ଭୋଟରେ ବିଜୟ ହେଲେ ଅଶୋକ କୁମାର ମହାପାତ୍ର।

ହୃଷିକେଶ ଦାସ ୭ଖଣ୍ଡ ଭୋଟ ପାଇଥିଲା ବେଳେ ଅଶୋକ କୁମାର ମହାପାତ୍ର ୮ଖଣ୍ଡ ଭୋଟ ପାଇ ସଭାପତି ଆସନରେ ବିଜୟ ହଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes