କୋଟସମଲାଇ ଅଞ୍ଚଳରେ ପ୍ରବଳ ବର୍ଷା

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଅଞ୍ଚଳରେ ଆଜି ଭୋର୍ ସକାଳୁ ପ୍ରବଳ ବର୍ଷା ଏ ପର୍ଯ୍ୟନ୍ତ ଜାରି ରହିଛି ।

ଯାହା ଫଳରେ ଚାଷୀ ମନରେ ହସ ଫୁଟିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes