ପାଟ୍ରୋଲିଂ ଜିପ୍ ଓଲଟି ୨ବନ କର୍ମଚାରୀ ଗୁରୁତର

ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ୍ ମଶିଣାକାଟି ନିକଟରେ ବନବିଭାଗର ପାଟ୍ରୋଲିଂ ଜିପ୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୨ ବନ କର୍ମଚାରୀ ଗୁରୁତର ହୋଇଥିବା ସୂଚନା ମିଳିଛି ।

ହାତୀ ଅନୁଧ୍ୟାନ ପାଇଁ ୬ଜଣ କର୍ମଚାରୀ ଯାଇଥିବା ବେଳେ ଦୁର୍ଘଟଣା ଘଟିଛି । ୨ ଗୁରୁତର ବନ କର୍ମଚାରୀ ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes