କେବାର୍ଡରେ ୨୪ ପ୍ରହରୀ ନାମଯଜ୍ଞ

ବରପାଲି ବ୍ଲକ ଅନ୍ତର୍ଗତ କେବାର୍ଡରେ ୨୪ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ କଳସ ଶୋଭାଯାତ୍ରାରେ ଶହ ଶହ ମହିଳା ଓ ପୁରୁଷ ଗ୍ରାମ୍ୟ ପରିକ୍ରମା କରି ନିକଟସ୍ଥ ପୋଖରୀରୁ ପାଣି ଆଣି ପୂଜାମଣ୍ଡପରେ ଅବସ୍ଥାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes