ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଓଡ୍ରାଫ ବାହିନୀ ମୁତୟନ

ବାତ୍ୟା ଗତିପଥ ବଦଳାଇ ଥିବାରୁ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସେଠାକୁ ଓଡ୍ରାଫ ଟିମ ପଠାଯାଇଥିବା ରାଜ୍ୟ ସରକାର କହିଛନ୍ତି l

ଗଞ୍ଜାମ ଓ କୋରାପୁଟ ଜିଲ୍ଲାକୁ 6ଟି ଲେଖାଏଁ, ରାୟଗଡାକୁ 3 ଟି, ଗଜପତିକୁ 3 ଏବଂ ମାଲକାନଗିରି ଜିଲ୍ଲାକୁ 2 ଟି ଟିମ ପଠାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes